ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୫  ଜଣଙ୍କୁ ଗିରଫ କରା ଯାଇଛି । ୫ ଟି ମାମଲା ରୁଜୁ କରା ଯାଇଥିବା ସହ  ଏହି ଅବଧି ମଧ୍ୟରେ ୨୨୮  ଟି ବାହନକୁ ଜବତ କରା ଯାଇଛି କିମ୍ବା ତାଙ୍କର ଚାଲାଣ କଟା ଯାଇଥିବା  ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଏହି ସମୟ ମଧ୍ୟରେ ୯୦   ଲିଟର ମଦ  ଜବତ କରା ଯାଇଛି ।
                            
                        
	                    