ଭୁବନେଶ୍ୱର – ବିଜେପୁର ବିଧାନସଭାର ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ୨୫ ତାରିଖ ସୁଦ୍ଧା ଚୂଡ଼ାନ୍ତ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦଳୀୟ ପ୍ରାର୍ଥୀ ସୁପାରିଶ କରିବାପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ୨୪ ତାରିଖ ଦିନ ସୁପାରିଶ କରିବ । ଏହି ଉପ ନିର୍ବାଚନରେ ଲୋକାଲ ସମସ୍ୟାକୁ ନେଇ ପ୍ରସଙ୍ଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
Related Stories
November 25, 2024