କବିସୂର୍ଯ୍ୟନଗର ବ୍ଲକ, ବୋଲ ସର ଗ୍ରାମ ରେ ଶ୍ରୀ ରଘୁନାଥ ନୋଡାଲ ସ୍କୁଲରେ ପ୍ରଧାନ ଶିକ୍ଷକ ଙ୍କ ସମେତ 3ଜଣ ଶିକ୍ଷକ ଙ୍କୁ ବଦଳି କରିବା ପାଇଁ ପୂର୍ବରୁ ଦାବି କରି ଆସୁଥିବା ଗ୍ରାମବାସୀ ଓ ବିଦ୍ୟାଳୟ ସଭାପତି ଙ୍କ ଅଭିଯୋଗ ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଯୋଗୁ ଶନିବାର ଦିନ ବିଦ୍ୟାଳୟ ରେ ତାଲା ବନ୍ଦ କରି ଆନ୍ଦୋଳନ କରାଯାଇଥିଲା. BEO ପହଁଚି ବୁଝା ସୁଝା ପରେ ପାଠ ପଢ଼ା ସ୍ୱାଭାବିକ ହୋଇଥିଲା, ବିଦ୍ୟାଳୟ ପରିଚାଳନା ରେ ବିଭ୍ରାଟ, ବେଆଇନ ପିଲାଙ୍କୁ ଅର୍ଥ ଆଦାୟ, ସାଇକେଲ ବଣ୍ଟନ ନହେବା, ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି, ସମସ୍ତ ଅଭିଯୋଗ କୁ ଗ୍ରହଣ କରି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ପାଇଁ BEO ଗଞ୍ଜାମ DEO ଙ୍କୁ ଚିଠି ଲେଖିଥିବା BEO କହିଛନ୍ତି, ଏବଂ ସମାଧାନ ଖୁବ ଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି
Related Stories
December 16, 2025
December 16, 2025
