ବ୍ରହ୍ମପୁର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଗରିବ ଓ ମଧ୍ୟବିତ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ଜିଲ୍ଲା ବିଜେପି । ସହରରେ ଥିବା ବିଭିନ୍ନ ଗରିବ ପରିବାରଗୁଡିକୁ ସାହି ସାହି ବୁଲି ସୁଖିଲା ରାସନ ଡାଲି, ଚାଉଳ, ପରିବା ଆଦି ପ୍ରଦାନ କରାଯାଇଛି । ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁଚରଣ ପତିଙ୍କୁ ନେତୃତ୍ୱରେ ରାସନ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି ।

Related Stories
November 24, 2024