ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କୋଭିଡ-୧୯ କୁ ନେଇ ଦେଶର ଏହି ବିପଦ ସମୟରେ ବିଭିନ୍ନ ଆଡୁ ସହାୟତାର ସୁଅ ଛୁଟିଥିବା ବେଳେ ଆଜି ଭଞ୍ଜନଗର ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ ର ସମସ୍ତ ସରକାରୀ କର୍ମଚାରୀ ନିଜର ଗୋଟିଏ ଦିନର ଦରମା ବାବଦରେ ମୋଟ ୧ଲକ୍ଷ ୧୬ଟଙ୍କା ର ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଦ୍ୱାରା କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ରମେଶ ପ୍ରସାଦ ସ୍ଵାଇଁ ଦାନ କରିଛନ୍ତି।ଏହି ଆର୍ଥିକ ସହାୟତା ରାଜ୍ୟର ଅସମୟରେ ସହାୟକ ହେବ ବୋଲି ଜଣାପଡିଛି।