
ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।ସମସ୍ତ ଯାନବାହାନ ଯାଞ୍ଚ କରାଯିବ । ମାଲବାହୀ ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା
ଭିତରକୁ ପ୍ରବେଶ କରିବେ । ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିଥିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡିକୁ ଜବତ କରାଯିବ । କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡି ପାରିବେ ନାହିଁ । ଆବଶ୍ୟକ ବେଳେ । କର୍ମଚାରୀ କାମ ନ କଲେ ତାକୁ ମହାମାରୀ କାନୁନ ରେ ।ଗିରଫ କରାଯିବ ।ଏଇ ପଦକ୍ଷେପ ଯୋଗୁଁ କୋରନା ମହାମାରୀ ଦାଉରୁ ଗଞ୍ଜାମ ଜିଲ୍ଲା କିପରି ରକ୍ଷାକରାଯିବ ଵିହତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି