ଭୁବନେଶ୍ୱର । ପୁରୀ ଶ୍ରୀଜଗନ୍ନାଥ ମେଡିକାଲଲ କଲେଜରେ ୧୦୦ ବେଡ ବିଶିଷ୍ଟ କୋବିଡ କେୟାର ସେଂଟର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୪୫ଜଣ ଡାକ୍ତରଙ୍କୁ ମୁତୟନ କରା ଯାଇଛି । ସେହିଭଳି ୩ ଶହରୁ ଅଧିକ ପାରା ମେଡିକାଲ ଷ୍ଟାଫ, ରେଡିଓଲଜିଷ୍ଟ, ଫାର୍ମାସିଷ୍ଟ, ନନ ଟେକ୍ନିକାଲ ଷ୍ଟାଫ ଆଦିଙ୍କୁ ମୁତୟନ କରା ଯାଇଛି । ଏଥି ପାଇଁ ଆବଶ୍ୟକୀୟ ଡାକ୍ତରୀ ଉପକରଣର ମଧ୍ୟ ବ୍ୟବସ୍ଥା କରା ଯାଇଛି ।
Related Stories
November 24, 2024