ଭୁବନେଶ୍ୱର – ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ୍ -୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡିଶା ପୋଲିସ୍ ଦ୍ୱାରା ୧୨୨ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ ପାଇଁ ୧୧୮ ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ ୍ କ୍ୱାରେଂଟାଇନ୍ ଉଲ୍ଲଂଘନ ପାଇଁ ଗୋଟିଏ ମାମଲା , ଗୁଜବ ସୃଷ୍ଟି ପାଇଁ ଗୋଟିଏ ମାମଲା ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ୨ କେସ୍ ଦାୟର ହୋଇଥିବା ପୋଲିସ୍ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ ।
Related Stories
November 23, 2024
November 23, 2024