
ନୂଆଦିଲ୍ଲୀ– ଭାରତୀୟ ରେଳପଥର ବିଭିନ୍ନ ସଂଗଠନ ଯଥା ଆଇଆରସିଟିସି, ଆରପିଏଫ, କ୍ଷେତ୍ରୀୟ ରେଳପଥର କର୍ମଚାରୀ ଏବଂ ଅନ୍ୟମାନେ ଅବିଶ୍ରାନ୍ତ ଭାବେ କୋଭିଡ-19 ଲକଡାଉନ ସମୟରେ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ସେମାନେ ନିଃସ୍ବାର୍ଥପର ଏବଂ ସ୍ବେଚ୍ଛାକୃତ ଭାବେ ସାମାଜିକ ସେବା ଯୋଗାଇ ଦେଇ ରେଳପଥର ପ୍ରତିବଦ୍ଧତାକୁ ବଜାୟ ରଖିଛନ୍ତି।