ଭୁବନେଶ୍ୱର । କରୋନା କାରଣରୁ ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରା ଯିବ ନାହିଁ ବୋଲି ନିଷ୍ପତି ଗ୍ରହଣ କରା ଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ।
ଏହି ବିଜ୍ଞପ୍ତିରେ କୁହା ଯାଇଛି ଯେ ଏପ୍ରିଲ ୧୩ ତାରିଖରେ ହେବାକୁ ଥିବା ରାଜଧାନୀ ପ୍ରତିଷ୍ଠା ଦିବସ କୋରୋନା ପାଇଁ ପାଳନ କରଯିବ ନାହିାଁ ଏହି ଅବସରରେ କମିଟି ପକ୍ଷରୁ ଭୁବନେଶ୍ୱରର ଜନସାଧାରଣଙ୍କୁ ଶୁଭେଚ୍ଛା ଦିଆଯାଇଛି ।