ନୂଆଦିଲ୍ଲୀ- କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ତିନୋଟି ପେସାଦାର ସଂସ୍ଥାନ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ, ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରିଜ ଅଫ ଇଣ୍ଡିଆ ଏବଂ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ ପକ୍ଷଣୁ କୋଭିଡ-19 ମହାମାରୀର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 28.80 କୋଟି ଟଙ୍କାର ଯୋଗଦାନ ଦିଆଯାଇଛି ।