-
ଘର ଘର ବୁଲି ସ୍ୱାସ୍ତ୍ୟବସ୍ତା ଯାଞ୍ଜ
ଗନ୍ନାଥପ୍ରସାଦ : ସରକାରଙ୍କ ନିର୍ଦେଶ କ୍ରମେ ଏବଂ ଆଉ ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ଅନୁକ୍ରମେ କୋରେନା ଏକ ଭୟଙ୍କର ରୋଗ ଯୋଗୁ ଆରମ୍ଭ ହୋଇଛି ଘର ଘର ସ୍ୱାସ୍ତ୍ୟବସ୍ତା ଯାଞ୍ଚ। ଆଉ ଏଥିରେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ମିଶିକି ଜଗନ୍ନାଥପ୍ରସାଦ ପଞ୍ଚାୟତର ଥିବା ସବୁ ଗ୍ରାମରେ ଆଜି ଘର ଘର ବୁଲି ସ୍ୱାସ୍ତ୍ୟବସ୍ତା ଯାଞ୍ଚ କରିବା ସହ ମାସ୍କ ପିନ୍ଧିବା ଓ ସାବୁନ କିମ୍ବା ହେଣ୍ଡୱାସ କରିବା ମାସପିନ୍ଧି ପାଇଁ ବାଧ୍ୟ କରିଥିଲେ । ଏବଂ କାହାର ଥଣ୍ଡା, କାଶ, ଜ୍ୱର ହଉଚି କି ନା ନାହିଁ ତାହା ମଧ୍ୟ ବୁଝି ତାହା ପଞ୍ଜିକରଣ କରୁଛନ୍ତି ସଂଖ୍ୟା କେତେ, କାହାର ସ୍ୱାସ୍ତ୍ୟ ଖରାପ ଅଛିକି ଯାଞ୍ଚ କରିଥିଲେ।
ରିପୋର୍ଟ: ଚିତ୍ତରଞ୍ଜନ ଗନ୍ତାୟତ