
ବ୍ରହ୍ମପୁର: ଆଜି ସକାଳେ ଫାଷ୍ଟ ଗେଟ ଠାରେ ରହୁଥିବା ଅମର ନାୟକ କଁ ଭଉଣୀ ଝୁନୁ ନାୟକ କଁ ଦେହ ଅତ୍ୟନ୍ତ ଖରାପ ଥିବା ହେତୁ ସକାଳ ସମୟରେ ସେ କୌଣସି ସୂତ୍ରରୁ ଖବର ପାଇ ସାମ୍ବାଦିକ, ଓ ଆନ୍ତର୍ଜାତୀୟ ମାନବାଧିକାର ଜିଲ୍ଲା ସଭାପତିଙ୍କ ସହିତ ଯୋଗାଯୋଗ କରିଥିଲେ।ଫୋନ ପାଇବା କ୍ଷଣି ସଞ୍ଜୟ ବାବୁ ପହଁଚି ଯାଇଥିଲେ ଅମର ନାୟକଙ୍କ ଘରେ ପରିସ୍ଥିତି ଜଟିଳ ହେଇଯାଇଥାଏ।ସେହି ସମୟରେ ପିଡ଼ିତା କଁ ଭାଈ କହିଲେ ଭଉଣୀ କୁଁ ସରକାରୀ ହସ୍ପିଟାଲ ନ ନେଇ ଭଉଣୀ କୁଁ ଦେଖୁଥିବା ଡାକ୍ତର ଶ୍ରୀମତୀ ଲୀଲା ମିଶ୍ର କଁ ନିକଟକୁ ନେବାକୁ ଏହା ଶୁଣିବା ପରେ ସାମ୍ବାଦିକ ଭାଈ ସଂଗେ ସଂଗେ ଏକ ଅଟୋ ସହିତ ଯୋଗାଯୋଗ କରି ସେଥିରେ ପେସେଣ୍ଟ କୁ ଧରି ଲୀଲା ମିଶ୍ର କଁ କ୍ଲିନିକ କୁ ଗଲେ ।ସେଠି ପହଁଚି ଡାକ୍ତର କଁ ପରାମର୍ଶ କରି ଜାଣିବାକୁ ପାଇଲେ ଯେ ପିଡ଼ିତା କୁଁ କ୍ୟାନ୍ସର ହୋଇଛି।ଏବଂ ଶ୍ରୀମତୀ ଲୀଲା ମିଶ୍ର ମାଡାମ ପିଡ଼ିତା କୁଁ କଟକ ସ୍ଥିତ ହରିହର କେନ୍ସର ହସ୍ପିଟାଲ କୁ ରେଫର କଲେ।ସାମ୍ବାଦିକ ଭାଈ ଜଣଙ୍କ ନିରୁପାୟ ହୋଇ କଣ କରିବେ କିଛି ଭାବି ସଂଗେ ସଂଗେ ପିଡ଼ିତା କୁଁ ବ୍ରହ୍ମପୁର mkcg ହସ୍ପିଟାଲ ନେଇକି ଗଲେ ଏବଂ ସେଠାରେ ଡାକ୍ତର କଁ ସହିତ ଆଲୋଚନା କଲେ। ଡାକ୍ତରଖାନାରେ ଡାକ୍ତର ମାନେ କହିଲେ ଏହି ପିଡ଼ିତା କୁ କଟକ ପଠେଇବା ଆବଶ୍ୟକ ନାହିଁ।ୟାଙ୍କର ଏହି ହସ୍ପିଟାଲ ରେ ଚିକିତ୍ସା ହୋଇପାରିବ।ତାପରେ ପିଡ଼ିତା କଁ ଭାଇଙ୍କ ଖୁସି କହିଲେ ନସରେ ସେ ବହୁତ ଖୁସି ହୋଇଗଲେ ଏବଂ ସାମ୍ବାଦିକ ତୁରନ୍ତ ହସ୍ପିଟାଲ ମେନେଜର କଁ ସହିତ ଯୋଗାଯୋଗ କଲେ।କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ।ଡାକ୍ତର କଁ କହିବା ଅନୁଯାୟୀ କାଲି ପିଡ଼ିତା mkcg ହସ୍ପିଟାଲ ରେ ଚିକିତ୍ସା ଆରମ୍ଭ ହେବ ଯଦି ଏଠାରେ କିଛି ପରିବର୍ତ୍ତନ ନ ଆସେ ତାହେଲେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ କହିବାରୁ ଡାକ୍ତର ମାନକୁ ସାମ୍ବାଦିକ ଅଶେଷ ଅଶେଷ ଧନ୍ୟବାଦ ଜଣାଇଲେ। ଏବଂ ସେହି ପିଡ଼ିତା କଁ ଭାଈ ସାମ୍ବାଦିକ କଁ ଏପରି ମହାନ କାର୍ଯ୍ୟ ଦେଖି ବିସ୍ମିତ ହୋଇ କାନ୍ଦି କାନ୍ଦି କହିଲେ ଆପଣ ସାମ୍ବାଦିକ ନୁହନ୍ତି ଆପଣ ଜଣେ ସାକ୍ଷାତ ଭଗବାନ ସଦୃଶ ମୁଁ ଆପଣଙ୍କ ଋଣ ଏ ଜନ୍ମରେ ସୁଝି ପାରିବି ନାହିଁ।କିନ୍ତୁ ସବୁବେଳେ ଚେଷ୍ଟା କରିବି ଆପଣଙ୍କ ସାହାଯ୍ୟ ଏବଂ ସହଯୋଗ କୁ ଏହି ଜନ୍ମରେ ଭୁଲି ପାରିବି ନାହିଁ। ଏପରି ସାମ୍ବାଦିକ କଁ ପାଇଁ ଆଜି ଆମ୍ଭେ ସମସ୍ତେ ଗର୍ବିତ।ଭଗବାନ ତାଙ୍କର ଏବଂ ତାଙ୍କ ପରିବାରର ସବୁବେଳେ ମଙ୍ଗଳ କରନ୍ତୁ।