ଭୁବନେଶ୍ୱର-୧୯ ଗାଇଡ୍ ଲାଇନ୍ ଉଲ୍ଲଘନ କରିଥିବା ଅଭିଯୋଗରେ ୭ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୯ ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଲକ୍ ଡାଉନ୍ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୨୫୨ ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ୍ କ୍ୱାରେଂଟାଇନ୍ ଅମାନ୍ୟ କରିଥିବାରୁ ୪ ଟି , ଗୁଜବ ସୃଷ୍ଟି କରିଥିବାରୁ ୩ ଟି ଏବଂ ଅନ୍ୟାନ୍ୟ ମାମଲାରେ ୧୦ଟି କେସ୍ ରୁଜୁ ହୋଇଛି । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Related Stories
November 22, 2024