ଦେହରାଦୂନ । ଉତରାଖଣ୍ଜରେ ବିଧାୟକ ମାନଙ୍କର ଦରମାକୁ ଆଗାମୀ ଆଦେଶ ଯାଏ ୩୦ ପ୍ରତିଶତ କମ କରିବା ଓ ବିଧାୟକ ହାତପାଣ୍ଠିରୁ ଏକ କୋଟି ଟଙ୍କା ଦୁଇ ବର୍ଷ ପାଇଁ କାଟିବା ନେଇ ଆସିଥିବା ପ୍ରସ୍ତାବକୁ ଉତରାଖଣ୍ଡ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି । ରାଜ୍ୟ ସରକାରଙ୍କର ପ୍ରବକ୍ତା ତଥା ମନ୍ତ୍ରୀ ମଦନ କୌଶିକ ଏହି ସୂଚନା ଦେଇଛନ୍ତି ।