ଗଞ୍ଜାମ– ଲକ୍ ଡାଉନ୍ ପ୍ରଥମ ଦିନରୁ ଆଜି ସୁଦ୍ଧା ବ୍ରହ୍ମପୁର ପୋଲିସ ଜିଲ୍ଲାରେ କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଛି । ମୋଟ୍ ୩୦୭ ଟି ଗାଡି ଜବତ କରିଛି । ଜରିମାନା ବାବଦକୁ ୩ ଲକ୍ଷ ୪୧ ହଜାର ଟଙ୍କା ଆଦାୟ କରିବା ସହ ଏନେଇ ବିଭିନ୍ନ ଥାନାରେ ପୃଥକ୍ ପୃଥକ୍ ଭାବେ ୫ଟି ଏତଲା ହୋଇଥିବା ନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
Related Stories
January 25, 2025
January 25, 2025