ନୂଆଦିଲ୍ଲୀ– ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖଦିରେ ତିଆରି ତିନି ଆସ୍ତରଣ ବିଶିଷ୍ଟ ୬୬ କୋଟି ମାସ୍କ ଉତ୍ପାଦନ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ମାସ୍କକୁ ଧୁଆ ଯାଇ ପୁଣି ଥରେ ବ୍ୟବହାର କରା ଯାଇ ପାରିବ । ଗରୀବ ଲୋକ ମାନଙ୍କୁ ଏହା ମାଗଣାରେ ମିଳିବ ତଥା ଅନ୍ୟ ଲୋକମାନଙ୍କୁ ଏହା ଖୁବ କମ ମୂଲ୍ୟରେ ପ୍ରଦାନକରା ଯିବ । ଉତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ନୂଆଦିଲ୍ଲୀ, ୦୪ ଏପ୍ରିଲ (ହି.ସ.) ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖଦିରେ ତିଆରି ତିନି ଆସ୍ତରଣ ବିଶିଷ୍ଟ ୬୬ କୋଟି ମାସ୍କ ଉତ୍ପାଦନ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ମାସ୍କକୁ ଧୁଆ ଯାଇ ପୁଣି ଥରେ ବ୍ୟବହାର କରା ଯାଇ ପାରିବ । ଗରୀବ ଲୋକ ମାନଙ୍କୁ ଏହା ମାଗଣାରେ ମିଳିବ ତଥା ଅନ୍ୟ ଲୋକମାନଙ୍କୁ ଏହା ଖୁବ କମ ମୂଲ୍ୟରେ ପ୍ରଦାନକରା ଯିବ । ଉତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।