
ଚେନ୍ନାଇ – ତାମିଲନାଡୁରେ ଜଣେ ୫୧ ବର୍ଷୀୟ କରୋନା ସଂକ୍ରମିତ ରୋଗୀର ମୃତ୍ୟୁ ଘଟିଛି । ସେ ଦିଲ୍ଲୀର ତବଲୀଗୀ ଜମାତ କାର୍ଯ୍ୟକ୍ରମରୁ ଫେରିଥିଲା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୪୧୧ ଟି କରୋନା ମାଲା ରହିଛି । ସେଥି ମଧ୍ୟରୁ ୩୬୪ ଟି ମାମଲା ତବୀଲିଗୀ ସହ ସମ୍ପର୍କିତ ।