ଚେନ୍ନାଇ –ତାମିଲନାଡୁ ସରକାର ୨ ହଜାର ଭେଂଟିଲେଟର ପାଇଁ ଅର୍ଡର ଦେଇଥିବା ନେଇ ସୂଚନା ଦେଇଛନ୍ତି ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର ।
ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ ହଜାର ଭେଂଟିଲେଟର ରହିଛି । ତେଣୁ ସରକାର ଆଉ ୨ ହଜାର ଭେଂଟିଲେଟର କ୍ରୟ କରିବାକୁ ଅର୍ଡର ଦେଇଛନ୍ତି । ଏହାକୁ ରୋକିବା ପାଇଁ କାମ ଚାଲିଛି ।