ରାଷ୍ଟ୍ରୀୟ ତବଲିଗି ଜମାତର ୩୧ ଜଣ ଆଗ୍ରାରେ କରୋନା ପଜିଟିଭ ବାହାରିଲେ desk April 4, 2020 ଆଗ୍ରା – ଉତର ପ୍ରଦେଶର ଆଗ୍ରା ଠାରେ ମୋଟ ୧୩୭ ଜଣଙ୍କ ମଧ୍ୟରୁ ୩୧ ଜଣ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି ବୋଲି କହିଛନ୍ତି ଆଗ୍ରାର ଜିଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ । ସେ କହିଛନ୍ତି ଯେ ଆଗ୍ରା ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୧ ଜଣ ସଂକ୍ରମିତ ହୋଇଛନ୍ତି । Tags: Tabligh Agra Continue Reading Previous: ଏକା ସଙ୍ଗେ ବିଜୁଳି ବନ୍ଦ କଲେ ବିଜୁଳି ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅମୂଳକ – ବିଦ୍ୟୁତ ମନ୍ତ୍ରଣାଳୟNext: ୨ହଜାର ଭେଂଟିଲେଟର ପାଇଁ ଅର୍ଡର ଦେଲା ତାମିଲନାଡୁ ସରକାର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ ରାଷ୍ଟ୍ରୀୟ ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ November 22, 2024 ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ, ଏକ୍ୟୁଆଇ 371 ରେକର୍ଡ ରାଷ୍ଟ୍ରୀୟ ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ, ଏକ୍ୟୁଆଇ 371 ରେକର୍ଡ November 22, 2024 ରାଜସ୍ଥାନ :ଭୁଲ ପାର୍ଶ୍ୱରେ ଆସୁଥିବା କାରକୁ ଡମ୍ପର ଧକ୍କା ଦେଲା,କାରରେ ଯାତ୍ରା କରୁଥିବା ସମସ୍ତ ଯୁବକଙ୍କ ମୃତ୍ୟୁ 1 min read ରାଷ୍ଟ୍ରୀୟ ରାଜସ୍ଥାନ :ଭୁଲ ପାର୍ଶ୍ୱରେ ଆସୁଥିବା କାରକୁ ଡମ୍ପର ଧକ୍କା ଦେଲା,କାରରେ ଯାତ୍ରା କରୁଥିବା ସମସ୍ତ ଯୁବକଙ୍କ ମୃତ୍ୟୁ November 22, 2024