ଲକ୍ଷ୍ନ– ଉତର ପ୍ରଦେଶ ସରକାର ଚାଷୀ ଓ ଗରୀବ ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପହଂଚାଇବା ପାଇଁ ଖୋଲା ବ୍ୟାଙ୍କ ଛୁଟିକୁ ରଦ୍ଦ ଘୋଷଣା କରିଛନ୍ତି । ଆଗାମୀ ୬ ଓ ୧୦ ତାରିଖ ଦିନ ବ୍ୟାଙ୍କ ମାନଙ୍କରେ ଛୁଟି ଘୋଷଣା ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଅର୍ଥ ପହଂଚାଇବା ପାଇଁ ଏହି ଛୁଟିକୁ ରଦ୍ଦ କରିଛନ୍ତି ଉତର ପ୍ରଦେଶ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରା ଯାଇଛି ।
Related Stories
November 21, 2024