ହାଇଦ୍ରାବାଦ । ଆନ୍ଧ୍ର ପ୍ରଦେଶରେ କରୋନା ଭାଇରସ କାରଣରୁ ପ୍ରଥମ ମୃତ୍ୟୁ ଘଟିଛି । ୩୦ ମାର୍ଚ ଦିନ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ତାଙ୍କର ମେଡିକାଲ ହିଷ୍ଟ୍ରୀ ଅନୁସାରେ ସେ ଡାଇବେଟିସ ଓ ହୃଦୟରୋଗରେ ପୀଡିତ ଥିଲେ । ମାତ୍ର ଏବେ ଜଣା ପଡିଲା ଯେ ସେ କରୋନା ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିଲେ । ଆନ୍ଧ୍ର ପ୍ରଦେଶର ରାଜ୍ୟ ନୋଡାଲ ଅଧିକାରୀ ଅରଜା ଶ୍ରୀକାନ୍ତ ଏହି ସୂଚନା ଦେଇଛନ୍ତି ।
Related Stories
November 21, 2024