ରାଷ୍ଟ୍ରୀୟ ଗତ ୨୪ ଘଂଟା ମଧ୍ୟରେ ଗୌତମବୁଦ୍ଧନଗରରେ ଆସି ନାହିଁ ନୂଆ କରୋନା ମାମଲା desk April 3, 2020 ନୋଇଡା– ଗତ ୨୪ ଘଂଟା ମଧ୍ୟରେ ଗୌତମବୁଦ୍ଧନଗରରେ ଗୋଟିଏ ହେଲେ ନୂଆ କରୋନା ମାମଲା ଆସି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । ସେ କହିଛନ୍ତି ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୮ଟି ମାମଲା ସାମନାକୁ ଆସିଛି । ତା ମଧ୍ୟରୁ ଛଅ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । Tags: No case in Gautambudh Nagar Continue Reading Previous: ହରିଆଣାରେ କରୋନାର ନୂଆ ୮ଟି ମାମଲା ସାମନାକୁ ଆସିଲାNext: ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଦୁର୍ବ୍ୟବହାରକାରୀଙ୍କ ବିରୁଦ୍ଧରେ ଲାଗିବ ଏନଏସଏ- ଯୋଗୀ ଆଦିତ୍ୟନାଥ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ତିଆନଜିନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ରାଷ୍ଟ୍ରୀୟ ତିଆନଜିନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ September 1, 2025 ଇସ୍ରାଏଲ ଗାଜା ସହର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ, ସୈନିକମାନେ ଉପକଣ୍ଠରେ ଏକାଠି ହେଲେ 1 min read ରାଷ୍ଟ୍ରୀୟ ଇସ୍ରାଏଲ ଗାଜା ସହର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ, ସୈନିକମାନେ ଉପକଣ୍ଠରେ ଏକାଠି ହେଲେ August 21, 2025 ପଞ୍ଜାବରେ ବବ୍ବର ଖାଲସାଙ୍କ ଆତଙ୍କବାଦୀ ଗିରଫ, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପିସ୍ତଲ ଉଦ୍ଧାର ରାଷ୍ଟ୍ରୀୟ ପଞ୍ଜାବରେ ବବ୍ବର ଖାଲସାଙ୍କ ଆତଙ୍କବାଦୀ ଗିରଫ, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପିସ୍ତଲ ଉଦ୍ଧାର August 21, 2025