ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ଶିଶିର କୁମାର ରଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(ସ୍ୱତନ୍ତ୍ର କରୋନା ପାଣ୍ଠି)କୁ ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କୁ ଶ୍ରୀ ରଥ ତାଙ୍କ ମାସିକ ଦରମାରୁ ଏହି ଟଙ୍କାକୁ ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଶ୍ରୀ ରଥଙ୍କ ଏଭଳି ଦାନକୁ ପାଥୟକରି ଆଗାମୀଦିନରେ ବହୁ ସରକାରୀ କର୍ମଚାରୀ ପ୍ରଦାନ କରିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।
Related Stories
November 24, 2024
November 24, 2024