ରାଷ୍ଟ୍ରୀୟ ତବଲିଗି ଜମାତରୁ ପୁଂଛକୁୁ ଫେରିଥିବା ଦଶ ଜଣଙ୍କୁ ଚିହ୍ନଟ କରି କ୍ୱାରେଂଟାଇନ କଲା ଜାମ୍ମୁ ପୋଲିସ desk April 1, 2020 1 min read ଜାମ୍ମୁ-ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଅନୁଷ୍ଠିତ ହୋଇଥିବା ତବଲିଗୀ ଜମାତରୁ ଜାମ୍ମୁ କାଶ୍ମୀରର ପୁଂଛ ଜିଲ୍ଲାକୁ ଫେରିଥିବା ୧୦ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛି । ସେମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଛି । ପୁଂଛର ଏସଏସପି ରମେଶ ଅଙ୍ଗରାଲ ଏହି ସୂଚନା ଦେଇଛନ୍ତି । Tags: Jammu 10 quarantined Continue Reading Previous: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ସଂଖ୍ୟା ୨୦୦ ପାରNext: ମହାରାଷ୍ଟ୍ରରୁ ତବଲିଗୀ ଜମାତରେ ଯାଇଥିଲେ 226 ଜଣ ଲୋକ, ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି 1 min read ରାଷ୍ଟ୍ରୀୟ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି November 24, 2025 ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ ରାଷ୍ଟ୍ରୀୟ ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ November 24, 2025 ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ 1 min read ରାଷ୍ଟ୍ରୀୟ ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ November 24, 2025