ଭୁବନେଶ୍ୱର – ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ତିନି ମାସର ଦରମା ୨ ଲକ୍ଷ ୮୫ ହଜାର ଟଙ୍କା କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସେବା ନିମନ୍ତେ ଉପଯୋଗ କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ପ୍ରଦାନ କରିଛନ୍ତି । ଏଥି ସହିତ ସେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଲକ୍ ଡାଉନ୍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରି ଏହି ମହାବିପତିକୁ ଦୂରେଇ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
Related Stories
November 24, 2024
November 24, 2024