ଭୁବନେଶ୍ୱର– କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ ଡାଉନ କାରଣରୁ ବିଭିନ୍ନ କଟକଣା ସତ୍ୱେ ପେଟ୍ରୋଲ ପମ୍ପ ନିକଟରେ ଥିବା ଟାୟାର ମରାମତି ଦୋକାନ ଖୋଲା ରହିବ । ପୋଲିସର କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଜରୁରୀକାଳୀନ ବାହନ ଓ ବାଇକ ପାଇଁ ଏହି ଦୋକାନ ଗୁଡିକ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024