ଓଡିଶା ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବଳିଦାନ ଦିବସରେ ମନେ ପକାଇଲେ ଜୁଏଲ ଓରାମ desk March 29, 2020 ଭୁବନେଶ୍ୱର– ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବଳିଦାନ ଦିବସରେ ମନେ ପକାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମହାନ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଂଜଳି । Tags: Jual Oram remembers Laxman Nayak Continue Reading Previous: ଭଞ୍ଜନଗର ପୋଲିସ ବନ୍ଦକଲା ବ୍ରତ ଉତ୍ସବNext: ବାଲେଶ୍ବରରେ ଜିଲ୍ଲା ପ୍ରଶାସନ ଆରମ୍ଭ କଲା ଟେଲି ସ୍ବାସ୍ଥ୍ୟସେବା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ 1 min read ଓଡିଶା ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ October 15, 2025 ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, ଓଡିଶା ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, October 15, 2025 ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, ଓଡିଶା ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, October 15, 2025