ନୂଆଦିଲ୍ଲୀ – ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କରିବା ଅଭିଯୋଗରେ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଢାଙ୍କ ନାମରେ ମାମଲା ରୁଜୁ ହୋଇଛି । ଓକିଳ ପ୍ରଶାନ୍ତ ପଟେଲ ନୋଇଡା ଠାରେ ଏହି ମାମଲା ରୁଜୁ କରିଛନ୍ତି ।
ଉଲ୍ଲେଖନୀୟ ଯେ ଆମ ଆଦମୀ ପାର୍ଟୀର ବିଧାୟକ ରାଘବ ଚଢା ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଆପତିଜନକ ପୋଷ୍ଟ କରିଥିଲେ ।