ରାଷ୍ଟ୍ରୀୟ ଜାମ୍ମୁ କାଶ୍ମୀରରେ କରୋନା ପଜିଟିଭ ହେବାର ଆଉ ପାଂଚଟି ମାମଲା ସାମନାକୁ ଆସିଲା desk March 29, 2020 ଶ୍ରୀନଗର – ଜାମ୍ମୁ କାଶ୍ମୀରରେ କରୋନା ପଜିଟିଭ ହେବାର ଆଉ ପାଂଚଟି ମାମଲା ସାମନାକୁ ଆସିଛି । ଶ୍ରୀନଗରରୁ ଦୁଇ ଜଣ ବଡଗାମରୁ ଦୁଇ ଜଣ ତଥା ବାରାମୁଲାର ଜଣେ କରୋନା ସଂକ୍ରମିତ ହୋଇଥିବା ନେଇ ପୁଷ୍ଟି ହୋଇଛି । ଜାମ୍ମୁ କାଶ୍ମୀର ସରକାରଙ୍କ ପ୍ରବକ୍ତା ରୋହିତ କନସଲ ଏହି ସୂଚନା ଦେଇଛନ୍ତି Tags: Jammu Kashmir Karona Continue Reading Previous: ଦିନକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବାକୁ ତେଲାଙ୍ଗାନା ଆଇପିଏସ ଆସୋସିଏନର ନିଷ୍ପତିNext: ଯୋଗୀଙ୍କ ବିରୁଦ୍ଧରେ ଆପତିଜନକ ପୋଷ୍ଟ ମାମଲାରେ ଆପ ବିଧାୟକ ରାଘବ ଚଢାଙ୍କ ନାମରେ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ November 7, 2025 ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ ରାଷ୍ଟ୍ରୀୟ ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ November 4, 2025 ପରାଜୟ ଭୟରେ ଅଖିଳେଶ ବିହାର ନିର୍ବାଚନରୁ ନିଜକୁ ଦୂରେଇ ରଖିଛନ୍ତି 1 min read ରାଷ୍ଟ୍ରୀୟ ପରାଜୟ ଭୟରେ ଅଖିଳେଶ ବିହାର ନିର୍ବାଚନରୁ ନିଜକୁ ଦୂରେଇ ରଖିଛନ୍ତି November 4, 2025