ନୂଆଦିଲ୍ଲୀ । ଭାରତକୁ ନିରବଚ୍ଛିନ ଏଲପିଜି ଯୋଗାଣକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ସାଉଦୀ ଆରବର ଶକ୍ତି ମନ୍ତ୍ରୀ ଓ ସାଉଦୀ ଆରାମକୋ କମ୍ପାନୀର ସିଇଓଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ କଥାବାର୍ତା ହୋଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।