ଓଡିଶା ଲକ ଡାଉନ ବେଳେ ଜଳିଗଲା ଦୋକାନ desk March 28, 2020 ଭୁବନେଶ୍ୱର । କଟକ ଜିଲ୍ଲାର ନରସିଂହପୁର ବ୍ଲକ ଛକ ନିକଟରେ ଏକ ଦୋନାନରେ ଅଗ୍ନିକାଣ୍ଡ ଘଟିଛି । ଲକଡାଉନ ବେଳେ ଗତ ବିଳମ୍ବିତ ରାତ୍ରୀରେ ଘଟିଥିବା ଏହି ଭୟାବହ ଅଗ୍ରିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଥିବା ଜଣା ପଡିଛି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣା ପଡି ନାହିଁ । Tags: shop burnt Continue Reading Previous: ମହିଳା ମାଓବାଦୀ ତୁଳସୀର ଆତ୍ମ ସମର୍ପଣNext: ଆସିକା ପୋଲିସ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ 1 min read ଓଡିଶା ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ October 25, 2025 ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ସମସ୍ତ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଏବଂ ଭୋଟର ସହାୟତା ସୁନିଶ୍ଚିତ କରାଯିବ 1 min read ଓଡିଶା ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫: ସମସ୍ତ ମତଦାନ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଏବଂ ଭୋଟର ସହାୟତା ସୁନିଶ୍ଚିତ କରାଯିବ October 25, 2025 “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଓଡିଶା “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା October 25, 2025