ମୁମ୍ବାଇ । ମହାରାଷ୍ଟ୍ରରେ କରେନା ଭାଇରସ ପଜିଟିଭ ହେବାର ଦୁଇଟି ନୂଆ ମାମଲା ସାମନାକୁ ଆସିଛି । ଗୋଟିଏ ମାମଲା ମୁମ୍ବାଇରୁ ଆସିଥିବା ବେଳେ ଅନ୍ୟଟି ଥାନେରୁ ସାମନାକୁ ଆସିଛି । ଏହା ସହିତ ରାଜ୍ୟରୋ ମୋଟ କରୋନା ପଜିଟିଭ ମାମଲା ୧୨୪କୁ ପହଂଚିଛି ବୋଲି ମହାରାଷ୍ଟ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।
Related Stories
November 21, 2024