ଭୁବନେଶ୍ୱର । ପୁରୀ ସାଂସଦ ପିନାକୀ ମିଶ୍ର କରୋନା ଲଢେଇ ପାଇଁ ଲୋକସଭା ସଦସ୍ୟ ଭାବେ ପାଇଥିବା ବେତନକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଗତ ମଇ ମାସରୁ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହେବା ପରେ ଏବେ ଯାଏ ତାଙ୍କର ବେତନ 12 ଲକ୍ଷ ଟଙ୍କାକୁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।
Related Stories
November 24, 2024
November 24, 2024