ଦେହରାଦୂନ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୧ ଦିନିଆ ଲକ ଡାଉନକୁ କଡା କଡି ଭାବେ ପାଳନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆ ଯାଇଛି । ଏହି ଲକ ଡାଉନକୁ କଡା କଡି ଭାବେ ପାଳନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପତ୍ର ଲେଖିଥିବା ସରକାରୀ ସୂତ୍ରରୁ ପ୍ରକାଶା
Related Stories
November 21, 2024