ଚେନ୍ନାଇ । କରୋନା ଭାଇରସ ସଂକ୍ରମଣ କାରଣରୁ ତାମିଲନାଡୁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । କରୋନା କାରଣରୁ ତାମିଲନାଡୁରେ ଏହା ପ୍ରଥମ ମୃତ୍ୟୁ । ୫୪ ବର୍ଷ ବର୍ଷୀୟ ବ୍ୟକ୍ତି ଜଣଙ୍କର ମଦୁରାଇର ରାଜାଜୀ ହସପିଟାଲରେ ଚିକିତ୍ସିତ ହେଉଥିଲେ । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ସି. ବିଜୟ ଭାସ୍କର ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୀଡିତ ଜଣଙ୍କ ଅନ୍ୟ ରୋଗ ଯେପରିକି ଉଚ୍ଚ ରକ୍ତଚାପ ଓ ମଧୁ ମେହ ରୋଗରୁ ମଧ୍ୟ ପୀଡିତ ଥିଲୋ