ନୂଆଦିଲ୍ଲୀ। ଲୋକଙ୍କର ଅଭିଯୋଗ ଓ ଯୋଗାଣକାରୀ ମାନଙ୍କର ସମସ୍ୟାକୁ ବୁଝିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲ ରୁମ/ ଅଫିସ ସହ ହେଲ୍ପଲାଇନ ଖୋଲିବାକୁ ନିର୍ଦେଶ ଦିଆ ଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ କଂଟ୍ରୋଲ ରୁମ/ ଅଫିସ ସହ ହେଲ୍ପଲାଇନ ଖୋଲି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦେଶରେ କୁହା ଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଏହି ନିର୍ଦେଶ ଦିଆ ଯାଇଛି ।
Related Stories
November 24, 2024
November 24, 2024