ଭୁୁବନେଶ୍ୱର । କରୋନା ଭୁତାଣୁ (କୋବିଡ-୧୯) ସଂକ୍ରମଣର ମୁକାବିଲା କରିବା ପାଇଁ ବୁଧବାର ଦିନ କୃଷି, କୃଷକ ସଶକ୍ତିକରଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା ଅରୁଣ ସାହୁ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋବିଡ-୧୯ ଫଣ୍ଡ)କୁ ପ୍ରଦାନ କରିଛନ୍ତିା କୃଷି ବିଭାଗ ଦ୍ୱାରା ଜାରୀ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆ ଯାଇଛି ।
Related Stories
November 24, 2024
November 24, 2024