ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡଙ୍କୁ ତାଙ୍କ ୩ ମାସର ଦରମା ପ୍ରଦାନ କରିଛନ୍ତି । ଏହାସହ ଅନ୍ୟ ସମସ୍ତେ ମଧ୍ୟ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ତାଙ୍କ ୩ ମାସର ଦରମା ଦାନ କରିଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରିଲିଫ୍୍ ପାଣ୍ଠିକୁ ନିଜ ୩ ମାସର ଦରମା ପ୍ରଦାନ କରିଥିଲେ ।