ଭୁବନେଶ୍ୱର – ଆସନ୍ତାକାଲି (ମଙ୍ଗଳବାର) ଠାରୁ କଟକ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ ବ୍ୟବସାୟ ଚାଲିବ । ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ରିଟେଲ ବ୍ୟବସାୟ ଓ ଦିନ ୧୨ଟାଠାରୁ ମାଲଗୋଦାମରେ ହୋଲସେଲ ବ୍ୟବସାୟ ଚାଲିବ । ହୋଲସେଲ ବ୍ୟବସାୟୀ ଥିବା ପର୍ଯ୍ୟନ୍ତ ବିକ୍ରି ଚାଲୁ ରହିବ ବୋଲି କଟକ ଚାମ୍ବର ଅଫ୍ କମର୍ସ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି । ସେହିପରି ଆଗାମୀ ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024