ଦେହରାଦୁନ– ଉତରାଖଣ୍ଡରେ ଶହେରୁ ଉର୍ଧ ଶଯ୍ୟା ବିଶିଷ୍ଟ ପ୍ରାଇଭେଟ ମେଡିକାଲ କଲେଜର ୨୫ ପ୍ରତିଶତ କରୋନା ପାଇଁ ସଂରକ୍ଷିତ କରିବାକୁ ନିର୍ଦେଶ ଦିଆ ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦେଶନାମା ଜାରୀ କରା ଯାଇଛି ।
Related Stories
November 21, 2024