ଗଞ୍ଜାମ– ବ୍ରହ୍ମପୁର ପୋଲିସ ଜିଲ୍ଲାରେ କରୋନା ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରିଥିବା ୪୨ ଜଣଙ୍କ ବିରୋଧରେ ବର୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ବ୍ରହ୍ମପୁର ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୨୬୯ /୨୭୦/ ୧୮୮ / ୩୪ ବଳରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି । ଏ ସଂକ୍ରାନ୍ତରେ ଟାଉନ୍ ଥାନା, ଗୋଷାଣୀ ନୂଆଗାଁ ଓ ବଡ ବଜାର ଥାନାରେ ମାମଲା ରୁଜ୍ଜୁ ହୋଇଛି ।
Related Stories
November 24, 2024
November 24, 2024