ଭୁବନେଶ୍ୱର– ଏହି ଲକ ଡାଉନ ସମୟରେ ବ୍ୟାଙ୍କ, ଏଟିଏମ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । ବ୍ୟାଙ୍କ ଗୁଡିକ ଜିଲ୍ଲାପାଳଙ୍କ ପରାମର୍ଶରେ ଦଶ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ । ଏଟିଏମଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ମହଜୂଦ ରଖିବାକୁ କୁହା ଯାଇଛି । ରାଜ୍ୟ ସରକାରଙ୍କ କୋବିଡ-୧୯ର ମୁକାବିଲା କରିବାକୁ ଗଠିତ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024