
ଜଗନ୍ନାଥ ପ୍ରସାଦ – ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବା ସହ ଆଇନ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।ପ୍ରତ୍ୟେକ ଦିନ ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତୀତ ରାସନ, ପରିବା ଓ ଫଳ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏଥିସହ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ସ୍ଥିର ହୋଇଛି। ଅତ୍ୟାବଶ୍ୟକ ସ୍ଥଳେ ହିଁ ବାହାରକୁ ବାହାରି ବାକୁ କୁହାଯାଇଛି।ନିୟମ ଉଲଂଘନ କାରୀ ଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏସମ୍ପର୍କରେ ଆଜି ଜନସାଧାରଣ ଙ୍କୁପୋଲିସ ଫ୍ଲାକ ମାର୍ଚ୍ଚ ଦ୍ୱାରା ସଚେତନ କରାଇଛି।ଜଗନ୍ନାଥପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ, i