ଭୁବନେଶ୍ୱର – କରୋନା ବ୍ୟାପିବାର ଆଶଙ୍କାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦେ କ୍ଷପ ମଧ୍ୟରେ ସେସୁ ତାର କଲେକ୍ସନ ସେଂଟର ଗୁଡିକୁ ସୋମବାର ଠାରୁ ବନ୍ଦ କରି ଦେଇଛି । ଖୋର୍ଧା, କେନ୍ଦ୍ରାପଡା, ଅନୁଗୁଳ, ପୁରୀ ଜିଲ୍ଲାରେ ଥିବା ମ୍ୟୁନିସିପାଲିଟି ଅଂଚଳରେ ଥିବା କଲେକ୍ସନ କେନ୍ଦ୍ର ଗୁଡିକୁ ବନ୍ଦ କରି ଦିଆ ଯାଇଛି । ଏହା ୨୯ ମାର୍ଚ ଯାଏ ବନ୍ଦ ରହିବ । ସେହିପରି ଗ୍ରାହକ ମାନଙ୍କୁ ଅନ ଲାଇନ ଜରିଆରେ ଶୁଳ୍କ ପ୍ରଦାନ କରିବାକୁ ସେସୁ ପକ୍ଷରୁ ନିବେଦନ କରା ଯାଇଛି ।
Related Stories
November 22, 2024