ନୂଆଦିଲ୍ଲୀ- ପ୍ରସିଦ୍ଧ ସମାଜବାଦୀ ଚିନ୍ତକ ଡ. ରାମ ମନୋହର ଲୋହିଆଙ୍କୁ ତାଙ୍କର ଜୟନ୍ତୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ ପ୍ରଖର ସମାଜବାଦୀ ଚିନ୍ତକ ଓ ଲୋକପ୍ରିୟ ରାଜନେତା ଡ.ରାମ ମନୋହର ଲୋହିଆଜୀଙ୍କୁ ତାଙ୍କର ଜୟନ୍ତୀରେ ଶତ ଶତ ନମନ । ସାମାଜିକ ସଶକ୍ତିକରଣ ଓ ସେବା ଭାବ ସହ ଜଡିତ ତାଙ୍କର ବିଚାର ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ।