ନୂଆଦିଲ୍ଲୀ। ଲକଡାଉନକୁ ବର୍ତମାନ ମଧ୍ୟ କିଛି ଲୋକ ଗୁରୁତ୍ୱର ସହ ନେଉ ନ ଥିବାରୁ ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ନିର୍ଦେଶନାମାକୁ କଡକାଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା
ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି ଯେ “ଲକଡାଉନକୁ ବର୍ତମାନ ମଧ୍ୟ ଗୁରୁତ୍ୱର ସହ ନେଉ ନାହାନ୍ତି । ଦୟା କରି ନିଜକୁ ରକ୍ଷା କରନ୍ତୁ, ନିଜ ପରିବାରକୁ ରକ୍ଷା କରନ୍ତୁ ଓ ନିର୍ଦେଶ ଗୁଡିକୁ ଗୁରୁତ୍ୱର ସହ ନେଇ ପାଳନ କରନ୍ତୁ । ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ ନିୟମ ଓ ଆଇନକୁ ପାଳନ କରାନ୍ତୁ । ”