ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ଆସନ୍ତାକାଲି (ରବିବାର) ଠାରୁ କଟକ ଓ ଭୁବନେଶ୍ୱରରେ ପାର୍କ ଗୁଡିକ ବନ୍ଦ ରହିବ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛିି ।
Related Stories
November 24, 2024
November 24, 2024