ଭୁବନେଶ୍ୱର – ଭାରତସରକାର ପରବର୍ତୀ ବାୟୁସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁସେନା ମୁଖ୍ୟ ଚିଫ ଏୟାରମାର୍ଶାଲ ବିଏସ ଧନୋଆ, ପିଭିଏସଏମ, ଏଭିଏସଏମ, ୱାଇଏସଏମ, ଭିଏମଙ୍କ ଅବସର ପରେ ପରବର୍ତୀ ବାୟୁସେନା ପ୍ରମୁଖ ଭାବେ ନିଯୁକ୍ତି ଦିଆଯିବାକୁ ନିଷ୍ପତି ନିଆଯାଇଛି । ଏୟାରଚିଫ ମାର୍ଶାଲବିଏସ ଧନୋଆ ସେପ୍ଟେମ୍ବର ୩୦, ୨୦୧୯ରେ ଅବସରଗ୍ରହଣକରିବେ ।
ଏୟାର ମାର୍ଶାଲ ଆରକେଏସ ଭଦୌରିଆ ଜୁନ ୧୯୮୦ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ କମିଶନ ହାସଲ କରିଥିଲେ । ସେ ବିଭିନ୍ନ କମାଣ, ଷ୍ଟାଫ ଏବଂ ଇନଷ୍ଟ୍ରକ୍ସସନାଲ ପଦପଦବୀରେ କାର୍ଯ୍ୟକରିଛନ୍ତି ।
ଏୟାର ମାର୍ଶାଲ ଭଦୌରିଆ ପିଭିଏସଏମ, ଏଭିଏସଏମ, ଭିଏମ ଅଟନ୍ତି ଏବଂ ସେ ସର୍ବୋଚ୍ଚ କମାଣ୍ଡରରଏଡିସି ମାନଙ୍କ ମଧ୍ୟରୁ ଜଣେ ।
Related Stories
October 25, 2024