ଭୁବନେଶ୍ୱର – ଲକ୍ ଡାଉନ୍ ସମୟରେ ଗଡ଼ିବ ନାହିଁ ଘରୋଇ ଯାନ । ରାଜ୍ୟ ସରକାର୨୨ ତାରିଖରୁ ୨୯ ତାରିଖ ୫ ଟି ଜିଲ୍ଲା ଓ ୮ଟି ସହର ପାଇଁ ଲକଡାଉନ ଘୋଷଣା କରିଥିବା ବେଳେ ଏହି ସମୟରେ କୌଣସି ଘରୋଇ ଯାନ ଚାଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କେବଳ ଅନୁମତିପ୍ରାପ୍ତ ସଂସ୍ଥା ସହ ଯୋଡ଼ି ହୋଇଥିବା ଯାନ ଚାଲି ପାରିବ ବୋଲି ସୂଚନା ମିଳିଛି ।
Related Stories
November 24, 2024
November 24, 2024